Posts

Showing posts from September, 2023

New Odia Font Free 3

Image
 ଓଡ଼ିଆ ରେ Callygrapy ଫଣ୍ଟ Download କରନ୍ତୁ Free ରେ ମିଳିବ କିନ୍ତୁ କିଛି rules କୁ Follow କରିବାକୁ ପଡ଼ିବ । Rules:- Download Link ରେ କ୍ଲିକ୍ କରି Download କରିବେ ତାପରେ ସେହି ଫାଇଲ୍ କୁ extract କରିବାକୁ ପଡ଼ିବ ତୋ ତାକୁ Easy re Extract କରନ୍ତୁ (ଯଦି Extract heuni ଏହି ଭିଡିଓ କୁ ଦେଖନ୍ତୁ Extract heijiba VIDEO )  ସେହି ଫାଇଲ୍ password Protected achi ତୋ ତାକୁ download କରିବାକୁ ହେଲେ ଏହି ଭିଡିଓ କୁ ଦେଖନ୍ତୁ ଏଇଟି password achi ତାପରେ ସେହି ଫଣ୍ଟ କୁ easy ରେ use କରି ପାରିବ । ସେହି ଫାଇଲ୍ ରେ 6ଟି ଫଣ୍ଟ ଅଛି । ଫାଇଲ କୁ download କରିବାକୁ ହେଲେ ଏହି ଲିଙ୍କ୍ କୁ କ୍ଲିକ୍ କରନ୍ତୁ 👉 FONT ଯୋଉଟି Other କୋଲର୍ ର ଲିଙ୍କ୍ ଅଛି ସେଇଟି କ୍ଲିକ୍ କଲେ ଭିଡିଓ, ଫାଇଲ୍ ସବୁକିଛି ମିଳିବ  Thanks all of u  ଲାଷ୍ଟ ରେ comment କରିବାକୁ ଭୁଲିବେନି । New 6 ଟି ଓଡ଼ିଆ Calligraphy ଫଣ୍ଟ ପାଇଁ ଏଇଟି କ୍ଲିକ୍ କର 👉 କ୍ଲିକ୍ କର

Free subscriber on youtube

Image
How to get free subscriber on youtube ଯଦି ତୁମେ ଫ୍ରୀ ରେ ୧୦୦୦ ,୨୦୦୦ ,etc subscriber ପାଇବା ପାଇଁ like କରୁଛ ତୋ ଏହି ୱେବସାଇଟ ରେ ମିଳିବ  କେମିତି କଣ ପାଇବେ ଯଦି ଭାବୁଛ ତୋ ଯୌଟୁବରେ LD CREATIVE   ଚାନେଲ କୁ search କର then ଭିଡିଓ ୱାଚ କର  👉👉Get subscribers search on chrome browser (YouTube sevices) ଯଦି Subscriber ମିଳୁଛି ତୋ ଏହି ୱେବସାଇଟ ରେ କମେନ୍ଟ କର ଯଦି କିଛି ବି ପ୍ରୋବେଳ୍ମ ଆସୁଛି ତୋ Inatagram re LDCREATIVE0788 ରେ contact କର । 

How to Make AI video

Image
Ai VIDEO  How to make AI Video ? AI ଭିଡିଓ କେମିତି ବନାଇବେ ? AI video ବନାଇକି ବହୁତ୍ ଲୋକ ବହୁତ୍ ଟଙ୍କା କମାଉଛନ୍ତି । ଯଦି ତୁମେ ବି ସେମିତି AI ଭିଡିଓ ବନାଇ ଭଲ Income କରିପାରିବ । Ai video ବନାଇବା ବହୁତ ସହଜ ।  Ai video ବାନାଇବା ପାଇଁ ଏହି ଭିଡିଓ କୁ କ୍ଲିକ୍ କର ଆଉ ବହୁତ୍ ସହଜରେ ଭିଡିଓ ବନାଇ  Income କର । 👇 କ୍ଲିକ୍ କର  Ai video ପାଇଁ 3ଟି ଜିନିଷ ଦରକାର  Script Voice  Character ଉପର ଅପ୍ସନ୍ ଗୁଡ଼ିଖରେ କ୍ଲିକ୍ କର  ଆଉ ସହଜରେ AI Video ବନାଅ ।

Odia Caligrapy Font 2

Image
 ଓଡ଼ିଆ ରେ Callygrapy ଫଣ୍ଟ Download କରନ୍ତୁ Free ରେ ମିଳିବ କିନ୍ତୁ କିଛି rules କୁ Follow କରିବାକୁ ପଡ଼ିବ । Rules:- Download Link ରେ କ୍ଲିକ୍ କରି Download କରିବେ ତାପରେ ସେହି ଫାଇଲ୍ କୁ extract କରିବାକୁ ପଡ଼ିବ ତୋ ତାକୁ Easy re Extract କରନ୍ତୁ (ଯଦି Extract heuni ଏହି ଭିଡିଓ କୁ ଦେଖନ୍ତୁ Extract heijiba  VIDEO  )  ସେହି ଫାଇଲ୍ password Protected achi ତୋ ତାକୁ download କରିବାକୁ ହେଲେ ଏହି  ଭିଡିଓ  କୁ ଦେଖନ୍ତୁ ଏଇଟି password achi ତାପରେ ସେହି ଫଣ୍ଟ କୁ easy ରେ use କରି ପାରିବ । ସେହି ଫାଇଲ୍ ରେ 5ଟି ଫଣ୍ଟ ଅଛି । ଫାଇଲ କୁ download କରିବାକୁ ହେଲେ ଏହି ଲିଙ୍କ୍ କୁ କ୍ଲିକ୍ କରନ୍ତୁ 👉  FONT ଯଦି ଫଣ୍ଟ PixelLab application ରେ add ହେଉନି ତୋ ଏହି ଭିଡିଓ ଦେଖ ଯୋଉଟି Other କୋଲର୍ ର ଲିଙ୍କ୍ ଅଛି ସେଇଟି କ୍ଲିକ୍ କଲେ ଭିଡିଓ, ଫାଇଲ୍ ସବୁକିଛି ମିଳିବ  Thanks all of U ଯଦି ହେଇଯାଉଛି କୋମେଣ୍ଟ କରିବାକୁ ଭୁଳିବେନି ମୁ ତୁମମାନଙ୍କ ପାଇଁ ଆହୁରି ବହୁତ୍ ଫଣ୍ଟ ଗୁଡିକ ବନାଉଚି ସେଇଥିପାଇଁ youtube ରେ LD CREATIVE CHANNEL କୁ ସର୍ଚ୍ଚ କରନ୍ତୁ ଆଉ subscriber କରନ୍ତୁ । New 6 ଟି ଓଡ଼ିଆ Calligraphy ଫଣ୍ଟ ପାଇଁ ଏଇଟି କ୍ଲିକ୍ କର 👉 କ୍ଲିକ୍ କର