Posts

Showing posts from October, 2023

how to make subscribe button

Image
How to make Subscribe button ନିଜ ମୋବାଇଲ୍ ରେ ବହୁତ୍ ସହଜରେ subscribe button ବନେଇବା ଶିଖ। ଯାହାକୁ ତୁମ ଭିଡିଓ ରେ ଲଗାଇ Professional Editing କରି ପାରିବ। ଯଦି Subscribe button ବନାଇବାରେ କୌଣସି ବି ଅସୁବିଧା ହୁଏ ତେବେ ଏହି ଭିଡିଓ ଦେଖନ୍ତୁ ଏବଂ ବହୁତ୍ ସହଜରେ Subscribe button ବନାନ୍ତୁ। Click here👇👇 https://youtu.be/lyZVDxLyVvw Subscribe button ଏଇଟି Subscribe button ର template achi ସହଜରେ download କରନ୍ତୁ। Teligram group ରେ Join ହେଇଯାଅ ଏବଂ ସେଇଟି ସବୁ Subscribe Templete ଅଛି download କର  ଯଦି କିଛି ବି problem ଆସେ ତେବେ instagram ରେ ldcreative0788 ରେ msg କରନ୍ତୁ। ଯଦି teligram group ରେ Join ହେବାକୁ ଚାହୁଁଛନ୍ତି ତେବେ ଏଇଟି କ୍ଲିକ୍ କରି join ହୁଅନ୍ତୁ ।

Free subscribers

Image
How to get free subscriber on youtube ଯଦି ତୁମେ ଫ୍ରୀ ରେ ୧୦୦୦ ,୨୦୦୦ ,etc subscriber ପାଇବା ପାଇଁ like କରୁଛ ତୋ ଏହି ୱେବସାଇଟ ରେ ମିଳିବ  କେମିତି କଣ ପାଇବେ ଯଦି ଭାବୁଛ ତୋ ଯୌଟୁବରେ LD CREATIVE ଚାନେଲ କୁ search କର then ଭିଡିଓ ୱାଚ କର  ଏହି ୱେବସାଇଟ ରୁ subscriber ମିଳିବ। For get more subscribers click here👇👇https://sub4unlock.com/ ଯଦି Subscriber ମିଳୁଛି ତୋ ଏହି ୱେବସାଇଟ ରେ କମେନ୍ଟ କର ଯଦି କିଛି ବି ପ୍ରୋବେଳ୍ମ ଆସୁଛି ତୋ Inatagram re LDCREATIVE0788 ରେ contact କର । 

Odia Calligraphy Font 4

Image
pixel la font add problem ଓଡ଼ିଆ ରେ Callygrapy ଫଣ୍ଟ Download କରନ୍ତୁ Free ରେ ମିଳିବ କିନ୍ତୁ କିଛି rules କୁ Follow କରିବାକୁ ପଡ଼ିବ । Rules:- Download Link ରେ କ୍ଲିକ୍ କରି Download କରିବେ ତାପରେ ସେହି ଫାଇଲ୍ କୁ extract କରିବାକୁ ପଡ଼ିବ ତୋ ତାକୁ Easy re Extract କରନ୍ତୁ (ଯଦି Extract heuni ଏହି ଭିଡିଓ କୁ ଦେଖନ୍ତୁ Extract heijiba VIDEO )  VIDEO   ସେହି ଫାଇଲ୍ password Protected achi ତୋ ତାକୁ download କରିବାକୁ ହେଲେ ଏହି ଭିଡିଓ କୁ ଦେଖନ୍ତୁ ଏଇଟି password achi ତାପରେ ସେହି ଫଣ୍ଟ କୁ easy ରେ use କରି ପାରିବ । ସେହି ଫାଇଲ୍ ରେ 5ଟି ଫଣ୍ଟ ଅଛି । ଫାଇଲ କୁ download କରିବାକୁ ହେଲେ ଏହି ଲିଙ୍କ୍ କୁ କ୍ଲିକ୍ କରନ୍ତୁ 👉 FONT ଯଦି ଫଣ୍ଟ PixelLab application ରେ add ହେଉନି ତୋ ଏହି ଭିଡିଓ ଦେଖ ଯୋଉଟି Other କୋଲର୍ ର ଲିଙ୍କ୍ ଅଛି ସେଇଟି କ୍ଲିକ୍ କଲେ ଭିଡିଓ, ଫାଇଲ୍ ସବୁକିଛି ମିଳିବ  Thanks all of u  ଲାଷ୍ଟ ରେ comment କରିବାକୁ ଭୁଲିବେନି । New 6 ଟି ଓଡ଼ିଆ Calligraphy ଫଣ୍ଟ ପାଇଁ ଏଇଟି କ୍ଲିକ୍ କର 👉 କ୍ଲିକ୍ କର