Social media Being AI image Create in Odia
BEING SOCIAL MEDIA AI IMAGE CREATOR IN ODIA Hii ସମସ୍ତଙ୍କୁ ଯଦି ତୁମେମାନେ ଏମିତିଆ ଫଟୋ ଏଡିଟିଙ୍ଗ କରିବା ପାଇଁ ଚାହୁଁଚ ତୋ ଗୋଟିଏ କ୍ଲିକ୍ ରେ କରି ପାରିବ ସେଥିପାଇଁ ତୁମ ମାନଙ୍କୁ କିଛି ଷ୍ଟେପ Follow କରିବାକୁ ପଡ଼ିବ। ତାହା ବି ବହୁତ୍ ସହଜ, କେବଳ ତଳେ ଲେଖା ହେଇଥିବା step କୁ ଫୋଲ କର। ଯଦି ଜାଣି ପରୁନ ତୋ YouTube re LD CREATIVE ଚାନେଲ କୁ ସର୍ଚ୍ଚ କର ଏବଂ ଭିଡିଓ ଦେଖ,କିମ୍ବା ଏଇଟି କ୍ଲିକ୍ କର 👉👉 Video Step-୧:-Open any browser and search being image creator OR Click Here Step-୨:- Create Or Login Microsoft Account Step-୩:- Copy the prompt (given below) and paste Step-୪:- Click Create option Step-୫:- download image Prompt- 1 Create a 3D illustration of an animated Boy sitting casually on top of a social media logo "YouTube" The character must wear casual modern clothing such as jeans jacket and sneakers shoes. The background of the image is a social media profile page with a user name "LD CREATIVE" and a profle picture that match Prompt- 2 A 24 years old boy sitting o...