Social media Being AI image Create in Odia

BEING SOCIAL MEDIA AI IMAGE CREATOR IN ODIA



Hii ସମସ୍ତଙ୍କୁ ଯଦି ତୁମେମାନେ ଏମିତିଆ ଫଟୋ ଏଡିଟିଙ୍ଗ କରିବା ପାଇଁ ଚାହୁଁଚ ତୋ ଗୋଟିଏ କ୍ଲିକ୍ ରେ କରି ପାରିବ ସେଥିପାଇଁ ତୁମ ମାନଙ୍କୁ କିଛି ଷ୍ଟେପ Follow କରିବାକୁ ପଡ଼ିବ। ତାହା ବି ବହୁତ୍ ସହଜ, କେବଳ ତଳେ ଲେଖା ହେଇଥିବା step କୁ ଫୋଲ କର। ଯଦି ଜାଣି ପରୁନ ତୋ YouTube re LD CREATIVE ଚାନେଲ କୁ ସର୍ଚ୍ଚ କର ଏବଂ ଭିଡିଓ ଦେଖ,କିମ୍ବା ଏଇଟି କ୍ଲିକ୍ କର 👉👉 Video


Step-୧:-Open any browser and search being image creator OR Click Here

Step-୨:- Create Or Login Microsoft Account

Step-୩:- Copy the prompt (given below) and paste 

Step-୪:- Click Create option

Step-୫:- download image

Prompt- 1
Create a 3D illustration of an animated Boy sitting casually on top of a social media logo "YouTube" The character must wear casual modern clothing such as jeans jacket and sneakers shoes. The background of the image is a social media profile page with a user name "LD CREATIVE" and a profle picture that match

Prompt- 2
A 24 years old boy sitting on top of a Instagram logo which is in square shape. The boy is wearing fashionable clothes and Nike shoes. The background of the boy is his Instagram profile page with a profile name "LD CREATIVE" and a profile picture of his face, in 3d stration

ବି. ଦ୍ର:-
ଯୋଉଟି LD CREATIVE ଲେଖା ହେଇଛି Prompt ରେ ସେଇଟି ନିଜ Social Mediaନାମ ଲେଖ ତା ସହ କୋଉ SOCIAL MEDIA ଲୋଗୋ ରଖିବା ପାଇଁ ଚାହୁଁଚ ତାହା ମଧ୍ୟ ଲେଖ।

ଯଦି ଜାଣି ପାରୁନ ଏଇଟି କ୍ଲିକ୍ କର ଏବଂ ଭିଡିଓ ଦେଖ

ଯଦି ଅଲଗା ପ୍ରକାର ବନେଇବା ପାଇଁ ଚାହୁଁଚ ତୋ ଏଇଟି କ୍ଲିକ୍ କର।

Comments

Popular posts from this blog

Latest New Odia style font Download

Latest Odia Calligraphy Font

Odia Free Style Calligraphy Font Download Latest New Odia Calligraphy Font Download | LD CREATIVE